Advertisment

ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ହଟହଟା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯିବାବେଳେ ଟିଟିଲାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ହଟହଟା।  ଗତ ୫ ବର୍ଷ ଧରି ଅଞ୍ଚଳର କୌଣସି ଉନ୍ନତି ହୋଇନଥିବା କହି ତାଙ୍କୁ ଟିଟିଲାଗଡ଼ ଶିଭ୍ରଟାପଡ଼ାର ବାସିନ୍ଦା ଘେରିଯାଇଥିଲେ। ଏମିତିକି ପାଣି, ରାସ୍ତା, ବିଦ୍ୟୁତ୍ ସମସ୍ୟାକୁ ନେଇ ବିଧାୟିକାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଭୋଟର। କେବଳ ଟୁକୁନି ସାହୁ ନୁହଁନ୍ତି ତାଙ୍କ ସହ ଥିବା ବିଜେଡିର ଅନ୍ୟ ନେତାଙ୍କୁ ବି ଅଞ୍ଚଳବାସୀ ଘେରିଥିଲେ। ସେ ସମୟର ଭିଡିଓ ଏବେ […]

author-image
Sangita Sahu
ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ହଟହଟା

tukuni

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯିବାବେଳେ ଟିଟିଲାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ହଟହଟା।  ଗତ ୫ ବର୍ଷ ଧରି ଅଞ୍ଚଳର କୌଣସି ଉନ୍ନତି ହୋଇନଥିବା କହି ତାଙ୍କୁ ଟିଟିଲାଗଡ଼ ଶିଭ୍ରଟାପଡ଼ାର ବାସିନ୍ଦା ଘେରିଯାଇଥିଲେ। ଏମିତିକି ପାଣି, ରାସ୍ତା, ବିଦ୍ୟୁତ୍ ସମସ୍ୟାକୁ ନେଇ ବିଧାୟିକାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଭୋଟର।

Advertisment

କେବଳ ଟୁକୁନି ସାହୁ ନୁହଁନ୍ତି ତାଙ୍କ ସହ ଥିବା ବିଜେଡିର ଅନ୍ୟ ନେତାଙ୍କୁ ବି ଅଞ୍ଚଳବାସୀ ଘେରିଥିଲେ। ସେ ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏ ଘଟଣାକୁ ନେଇ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment