Advertisment

Vigilance Raids: PEOଙ୍କ ଘରେ ଭିଜିଲାନ୍ସ ରେଡ୍, ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ

କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ୬ଟି ସ୍ଥାନରେ ରେଡ୍ ଚାଲିଛି ।

Vigilance Raid

Vigilance Raid Photograph: (OTV)

Advertisment

କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । 

Advertisment

ହାଟଡିହି ସ୍ଥିତ ତିନି ମହଲା କୋଠା, ବସନ୍ତିଆରେ ୨ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ, ହାଟଡିହିରେ ୨ଟି ଗୋଦାମ, ବୈଦ୍ୟନାଥପୁରରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନ, ପୈତୃକ ଘର ଓ ପଞ୍ଚାୟତ ଅଫିସରେ ଥବା ଚ୍ୟାମ୍ବରରେ ରେଡ୍ କରିଛି ଭିଜିଲାନ୍ସ ।

•    PEOଙ୍କ ଘରେ ଭିଜିଲାନ୍ସ ରେଡ୍
•    କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ
•    ବସନ୍ତିଆ ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍
•    ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ