vijilance
Advertisment
ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଅଧୀକ୍ଷକଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ଚାଲିଛି।
Advertisment
ବରଗଡ଼ ଅଧକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲା ଘରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରିଛି। ତେବେ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଆୟବହିର୍ଭୁତ ସମ୍ପତ୍ତି କଥାକୁ ଅସ୍ୱୀକାର କରିଛନ୍ତି ଅଭିଯୁକ୍ତ ଅବକାରୀ ଅଧୀକ୍ଷକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vijilance_1626697894.jpg)