Vigilance Raid Photograph: (OTV)
Advertisment
ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କରୁଛି। କେନ୍ଦ୍ରାପଡ଼ା ଡେରାବିଶ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସରୁ ଘର, ସମ୍ପର୍କୀୟଙ୍କ ଠାରୁ ପୈତୃକ ଠିକଣା ଯାଏଁ ତନ ତନ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।
Advertisment
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ୱରରେ ଯାଞ୍ଚ ହେଉଛି। ଏବେ ଯାଏଁ ଭୁବନେଶ୍ବର ବାଲିଅନ୍ତାରେ ୪ ମହଲା ଘର, କଟକ ଚୌଦ୍ବାରରେ ଦୁଇ ମହଲା ଘର ଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/vigilance-raid-2026-03-07-11-08-41.jpg)