Advertisment

ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର(ପ୍ରଣୟ ପାଣି): ଲାଞ୍ଚ ନେଇ ଧରାପଡ଼ିଲେ ଟାଉନ୍‌ ପ୍ଲାନିଂ ଅମିନ ଅନ୍ତର୍ଯାମୀ ଦାସ। କେନ୍ଦୁଝର ସହରରେ ଜଣଙ୍କ ଘର ପାଇଁ ପ୍ଲାନ୍ ଅନୁମୋଦନ କରିବା ଲାଗି ଅନ୍ତର୍ଯାମୀ ଲାଞ୍ଚ ମାଗିଥିଲେ। ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଅନ୍ତର୍ଯାମୀଙ୍କୁ ଟଙ୍କା ଦେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ। ଦୀର୍ଘଦିନ ହେଲା ତାଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ହୋଇ ଆସୁଥିଲା

ଲାଞ୍ଚ ନେଇ ଧରାପଡ଼ିଲେ

man

Advertisment

କେନ୍ଦୁଝର(ପ୍ରଣୟ ପାଣି): ଲାଞ୍ଚ ନେଇ ଧରାପଡ଼ିଲେ ଟାଉନ୍‌ ପ୍ଲାନିଂ ଅମିନ ଅନ୍ତର୍ଯାମୀ ଦାସ। କେନ୍ଦୁଝର ସହରରେ ଜଣଙ୍କ ଘର ପାଇଁ ପ୍ଲାନ୍ ଅନୁମୋଦନ କରିବା ଲାଗି ଅନ୍ତର୍ଯାମୀ ଲାଞ୍ଚ ମାଗିଥିଲେ।

Advertisment

ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଅନ୍ତର୍ଯାମୀଙ୍କୁ ଟଙ୍କା ଦେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ। ଦୀର୍ଘଦିନ ହେଲା ତାଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ହୋଇ ଆସୁଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ