Advertisment

Vigilance Cracks Down on Corrupt Police: ଲାଞ୍ଚୁଆ ହେଉଛି ପୋଲିସ; ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନସ

ଲାଞ୍ଚୁଆ ହେଉଛି ପୋଲିସ। ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନସ। ଦେଢ ବର୍ଷ ମଧ୍ୟରେ ଧରା ହେଲେଣି ୨୦ ପୋଲିସ ଅଧିକାରୀ। ଦେଢ଼ ବର୍ଷ ମଧ୍ୟରେ ୨୭୧ ଜଣଙ୍କୁ ଗିରଫ କରାଗଲାଣି।

Vigilance

Vigilance Photograph: (OTV)

Advertisment

ଲାଞ୍ଚୁଆ ହେଉଛି ପୋଲିସ, ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ। ଦେଢ ବର୍ଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ସେହିପରି ଦେଢ଼ ବର୍ଷ ମଧ୍ୟରେ ୨୭୧ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି ।

Advertisment

୧୭୪ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି । ୩୩ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୬୫ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପେନସନ ବନ୍ଦ କରିଦିଆଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

•    ଲାଞ୍ଚୁଆ ହେଉଛି ପୋଲିସ
•    ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନସ
•    ଦେଢ ବର୍ଷ ମଧ୍ୟରେ ଧରା ହେଲେଣି ୨୦ ପୋଲିସ ଅଧିକାରୀ 
•    ଦେଢ଼ ବର୍ଷ ମଧ୍ୟରେ ୨୭୧ ଜଣଙ୍କୁ ଗିରଫ କରାଗଲାଣି
•    ୧୭୪ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି
•    ୩୩ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି
•    ୬୫ ଜଣ ସରକାରୀ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି
•    ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

Advertisment
Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ