Advertisment

Vegetable Shop Fire Kills Shopkeeper: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ। କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

Shopkeeper Killed

Shopkeeper Killed Photograph: (OTV)

Advertisment

କେନ୍ଦ୍ରାପଡା-କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ପରିବା ଦୋକାନରେ ନିଆଁ ଲାଗି ଦୋକାନୀ ଜୀବନ୍ତଦଗ୍ଧ। ମୃତ ଦୋକାନୀ ଗୋବିନ୍ଦପୁର ଗାଁର ସୁବାସ ମଲ୍ଲିକ । ବିଳମ୍ବିତ ରାତିରେ ଦୋକାନରେ ଘଟିଛି ଅଗ୍ନିକାଣ୍ଡ। ସୁବାସ କଳାବୁଦା ବାରୁଣୀ ବଜାରରେ ପରିବା ଦୋକାନ କରିଥିଲେ।

Advertisment

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ଏବେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହା ଏକ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ଆସିଛି। ତାଙ୍କୁ କେହି ଜାଣିଶୁଣି ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ ହୋଇଛି। 

ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ
କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ
ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ
ମୃତକ ଗୋଗିନ୍ଦପୁର ଗାଁର ସୁବାସ ମଲ୍ଲିକ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଚାପା ଉତ୍ତେଜନା

Advertisment
Burnt Alive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ