Advertisment

କୁକୁର କାମୁଡିଲେ ମିଳୁନି ଇଞ୍ଜେକସନ୍

ରାଉରକେଲା  : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି କୁକୁର କାମୁଡ଼ା ଲାଗି ଆଣ୍ଟି ରାବିସ ଇଞ୍ଜେକସନ୍ । କିଛି ଦିନ ହେବ ସହରରେ କୁକୁର କାମୁଡା ବଢିଛି । ତେବେ ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଇଞ୍ଜେକସନ ମିଳୁନଥିବା ବେଳେ ବାହାର ଦୋକାନରେ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ରାଉରକେଲା ମେଡିକାଲ କର୍ତ୍ତପକ୍ଷଙ୍କୁ ପଚାରିବାରୁ ମେଡିକାଲରେ ଷ୍ଟକ ଥିବା ଆଣ୍ଟିରାବିଶ ଇଞ୍ଜେକସନ୍  ୩ ଦିନ ହେବ ସରିଥିବା କହିଛନ୍ତି । ଔଷଧ ସପ୍ଲାଏ […]

କୁକୁର କାମୁଡିଲେ ମିଳୁନି ଇଞ୍ଜେକସନ୍

hospital

Advertisment

ରାଉରକେଲା  : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି କୁକୁର କାମୁଡ଼ା ଲାଗି ଆଣ୍ଟି ରାବିସ ଇଞ୍ଜେକସନ୍ । କିଛି ଦିନ ହେବ ସହରରେ କୁକୁର କାମୁଡା ବଢିଛି । ତେବେ ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଇଞ୍ଜେକସନ ମିଳୁନଥିବା ବେଳେ ବାହାର ଦୋକାନରେ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ରାଉରକେଲା ମେଡିକାଲ କର୍ତ୍ତପକ୍ଷଙ୍କୁ ପଚାରିବାରୁ ମେଡିକାଲରେ ଷ୍ଟକ ଥିବା ଆଣ୍ଟିରାବିଶ ଇଞ୍ଜେକସନ୍  ୩ ଦିନ ହେବ ସରିଥିବା କହିଛନ୍ତି ।

Advertisment

ଔଷଧ ସପ୍ଲାଏ ଲାଗି ଟେଣ୍ଟର ହୋଇଛି ଏବଂ ଶୀଘ୍ର ତାହା ଉପଲବ୍ଧ ହେବ ବୋଲି କହିଛନ୍ତି ମେଡିକାଲ ମୂଖ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ