Advertisment

Unemployment Woes: ୧୮୭ଟି ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ: ଏୟାରଷ୍ଟ୍ରିପରେ ହେଲା ପରୀକ୍ଷା

୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ। ଜମାଦାରପାଲି ଏୟାରଷ୍ଟ୍ରିପରେ ହେଲା ପରୀକ୍ଷା। ଖୋଲା ଆକାଶ ତଳେ ପରୀକ୍ଷା ଦେଲେ ଆଶାୟୀ। ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ଦେଲେ ପରୀକ୍ଷା।

Unemployment Woes

Unemployment Woes Photograph: (OTV)

Advertisment

ସମ୍ବଲପୁରରେ ବେକାରୀର ବିକଳ ଚିତ୍ର। ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ। ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ପରୀକ୍ଷା ଦେଲେ ହଜାର ହଜାର ଆଶାୟୀ । ଗତକାଲି ସମ୍ବଲପୁରରେ ହୋମଗାର୍ଡ ନିଯୁକ୍ତି ପରୀକ୍ଷା ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । 

Advertisment

ଗୃହରକ୍ଷୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଥିବାବେଳେ ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ପରୀକ୍ଷା ଦେଇଥିଲେ। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ପାଇଁ ଏୟାରଷ୍ଟ୍ରିପକୁ ବାଛିଥିଲା ପ୍ରଶାସନ। ରନୱେ ଉପରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଥିଲେ ଆଶାୟୀ।

•    ସମ୍ବଲପୁରରେ ବେକାରୀର ବିକଳ ଚିତ୍ର
•    ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ
•    ଜମାଦାରପାଲି ଏୟାରଷ୍ଟ୍ରିପରେ ହେଲା ପରୀକ୍ଷା
•    ଖୋଲା ଆକାଶ ତଳେ ପରୀକ୍ଷା ଦେଲେ ଆଶାୟୀ
•    ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ଦେଲେ ପରୀକ୍ଷା

Advertisment

Sambalpur Unemployment Woes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ