Advertisment

Balangir College Violence: କଲେଜ ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ, ଅଣଛାତ୍ରଙ୍କ ଆକ୍ରମଣରେ ୨ ଛାତ୍ର ଆହତ

ସରକାରୀ ବଲାଙ୍ଗିର କଲେଜ ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ। କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣରେ ଦୁଇ ଯୁକ୍ତ ୩ ଛାତ୍ର ଆହତ। ୬ରୁ ୭ ଅଣଛାତ୍ର ବିଭ୍ରାଟ ଉଦ୍ୟମ ବେଳେ ଅଟକାଇବାରୁ ଆକ୍ରମଣ। ଅଧାରୁ ବନ୍ଦ ହେଲା ବାର୍ଷିକ ଉତ୍ସବ, ପୁଇଁତଳା ପୋଲିସର ତଦନ୍ତ।

author-image
Pramod Behera
Balangir College Violence

କଲେଜ ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ Photograph: (OTV)

ଅଣଛାତ୍ରଙ୍କ ଆକ୍ରମଣରେ ୨ ଛାତ୍ର ଆହତ। ସରକାରୀ ବଲାଙ୍ଗିର କଲେଜ ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ ଦେଖାଦେଇଛି। କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ୩ର ୨ ଜଣ ଛାତ୍ର ଆହତ ହୋଇଛନ୍ତି। ୬ରୁ ୭ ଅଣଛାତ୍ର ବିଭ୍ରାଟ ଉଦ୍ୟମ ବେଳେ ଅଟକାଇବାରୁ ଆକ୍ରମଣ କରିଥିଲେ। 

Advertisment

ପୁଇଁତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଆହତ ଛାତ୍ରଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି | ବାର୍ଷିକ ଉତ୍ସବକୁ ଅଧାରୁ ବାତିଲ କରାଯାଇଛି। କଲେଜରେ ଉତ୍ତେଜନା ଜାରି ରହିଛି।

  • ସରକାରୀ ବଲାଙ୍ଗିର କଲେଜ ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ
  • କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣରେ ଦୁଇ ଯୁକ୍ତ ୩ ଛାତ୍ର ଆହତ
  • ୬ରୁ ୭ ଅଣଛାତ୍ର ବିଭ୍ରାଟ ଉଦ୍ୟମ ବେଳେ ଅଟକାଇବାରୁ ଆକ୍ରମଣ
  • ଅଧାରୁ ବନ୍ଦ ହେଲା ବାର୍ଷିକ ଉତ୍ସବ, ପୁଇଁତଳା ପୋଲିସର ତଦନ୍ତ
Advertisment
Campus Violence Balangir Odisha News
Advertisment
Advertisment