BJD Leaders Arrested Photograph: (OTV)
ଗଂଜେଇ ଚାଲାଣରେ ବିଜେଡି ନେତା । ବୌଦ୍ଧ ଜିଲ୍ଲାରେ ଗଂଜେଇ ଚାଲାଣ ନେଇ ଧରାପଡୁଛନ୍ତି ଗଂଜେଇ ମାଫିଆ | କିନ୍ତୁ ଏବେ ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇଜଣ ବିଜେଡି ନେତା । ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ | ଆଉ ଜଣେ ହେଉଛନ୍ତି ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା | ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ | ଉଭୟ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ | ଦୁଇ ବିଜେଡି ନେତା ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ହେବା ପରେ ଜୋର ଧରିଛି ରାଜନୀତି |
• ଗଂଜେଇ ଚାଲାଣରେ ବିଜେଡି ନେତା
• ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇ ବିଜେଡି ନେତା
• ବୌଦ୍ଧ କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ ଗିରଫ
• ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା ବି ହୋଇଛନ୍ତି ଗିରଫ
• ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ
• ଉଭୟ ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ ସୂଚନା
• ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ପରେ ଜୋର ଧରିଲା ରାଜନୀତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/22/bjd-leaders-arrested-2025-10-22-11-01-47.jpg)