Tusker Terror Photograph: (OTV)
ଉତ୍ପାତ କରୁଛି ଦନ୍ତା। ଭାଙ୍ଗୁଛି ଘର, ନଷ୍ଟ କରୁଛି ଫସଲ ଓ ଧନସମ୍ପତ୍ତି। ଗାଁ ଲୋକଙ୍କ ନିଦ ହଜେଇ ଦେଇଛି ଦନ୍ତା ହାତୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏକ ଦନ୍ତା ହାତୀ କିଛି ଦିନ ହେଲା ଉପଦ୍ରବ ଚଳାଇଛି। ବଣାଇ ସମେତ ତlମରା, ବାଙ୍କୀ ରେଞ୍ଜର, ବାରଘାଟ, ବନ୍ଧା ଭୂଇଁ, ଆଦି ଅଂଚଳରେ ଉତ୍ପାତ ଚଳାଇଛି।
ଦିନରେ ପାଖ ଜଙ୍ଗଲରେ ବୁଲୁଥିବା ବେଳେ ସନ୍ଧ୍ୟା ହେବା କ୍ଷଣି ଗାଁ ମୁହଁ ହେଉଛି। କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଫସଲ ଉଜାଡିଛି। ପୁଣି ଘରୁ ଧାନ ଚାଉଳ ବସ୍ତା ଉଠେଇ ନେଉଛି ଦନ୍ତା ହାତୀ। ଭୟରେ ବିଭିନ୍ନ ଗାଁରେ ଲୋକ ଘର ଛାଡ଼ି କୁଆଡ଼େ ପଳାଉଛନ୍ତି। ହାତୀକୁ ଘଉଡ଼ାଇବା ପାଇଁ ରାତି ଉଜାଗର ରହୁଛନ୍ତି ଲୋକ।
ଉତ୍ପାତ କରୁଛି ଦନ୍ତା ହାତୀ
ଭାଙ୍ଗୁଛି ଘର, ନଷ୍ଟ କରୁଛି ଧନସମ୍ପତ୍ତି
ଗାଁ ଲୋକଙ୍କ ନିଦ ହଜେଇଛି ଦନ୍ତା ହାତୀ
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ
ସନ୍ଧ୍ୟା ହେବା କ୍ଷଣି ଗାଁ ମୁହାଁ ହେଉଛି ହାତୀ
ହାତୀକୁ ଘଉଡ଼ାଇବାକୁ ରାତି ଉଜାଗର ଲୋକ
ନିଦ ହଜେଇଛି ହାତୀ
ଦନ୍ତା ହାତୀର ଉପଦ୍ରବ
ଭାଙ୍ଗୁଛି ଘର
ନଷ୍ଟ କରୁଛି ଧନସମ୍ପତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/19/tusker-terror-2026-01-19-09-18-36.jpg)