KORAPUT_ACCIDENT Photograph: (OTV)
Advertisment
ରେଲୱେ ଓଭରବ୍ରିଜ୍ ବ୍ୟାରିକେଡକୁ ଧକ୍କା ଦେଲା ଟ୍ରକ୍। କୋରାପୁଟ ମାଇନିଂ ଅଫିସ୍ ନିକଟରେ ଦୁର୍ଘଟଣା ଘଟି ଯାତାୟାତ ପ୍ରଭାବିତ ହୋଇଛି। ଭୋର ସମୟରେ ଏକ ଟ୍ରକ୍ ଓଭରବ୍ରିଜ ବ୍ୟାରିକେଡକୁ ଧକ୍କା ଦେବା ଫଳରେ ଲୁହା ୱାଲ୍ ଭୁଶୁଡ଼ିପଡ଼ି ତଳେ ପଡ଼ିଛି। ଏଣୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି ।
ଫଳରେ ରାସ୍ତାର ଉଭୟ ପାଖରେ ଶହଶହ ଗାଡ଼ି ଅଠକି ରହିଛି। ବିଶାଖାପାଟଣା, ଭୁବନେଶ୍ୱର, ବ୍ରହ୍ମପୁରରୁ ଫେରୁଥିବା ବସ୍ ଗୁଡ଼ିକ ଅଟକି ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/koraput_accident-2025-10-17-09-42-11.jpg)