Advertisment

ଅଟକି ରହିଛି ଦୂରନ୍ତ ଏକ୍ସପ୍ରେସ୍

ବାଲେଶ୍ୱର  : ବାଲେଶ୍ୱର ରୁପ୍‌ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି। ସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ […]

ଅଟକି ରହିଛି ଦୂରନ୍ତ ଏକ୍ସପ୍ରେସ୍

express

Advertisment

ବାଲେଶ୍ୱର  : ବାଲେଶ୍ୱର ରୁପ୍‌ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି।

Advertisment

publive-imageସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ ଫସି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ