Advertisment

ଏଣିକି ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ

ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ଏନେଇ ପରିବହନ ବିଭାଗ ପକ୍ଷରୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଠି ପାଠକ୍ରମ ନେଇ ଆଲୋଚନା ହୋଇଛି। କିପରି ପାଠ୍ୟକ୍ରମ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ଏହାସହ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ନେଇ ଆଲୋଚନା ହୋଇଛି । ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ INTRGRATED HIGHWAY MANAGMENT SYSTEM ଲାଗୁ […]

ଏଣିକି ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ

traffic

Advertisment

ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ଏନେଇ ପରିବହନ ବିଭାଗ ପକ୍ଷରୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଠି ପାଠକ୍ରମ ନେଇ ଆଲୋଚନା ହୋଇଛି। କିପରି ପାଠ୍ୟକ୍ରମ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ।

Advertisment

ଏହାସହ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ନେଇ ଆଲୋଚନା ହୋଇଛି । ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ INTRGRATED HIGHWAY MANAGMENT SYSTEM ଲାଗୁ ହେବ । ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସିସିଟିଭି ଲାଗିବ । ଏହି ରାସ୍ତାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଟ୍ରାଫିକ୍ ନେଇ ସଚେତନତା କରାଯିବାକୁ ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ