Advertisment

ବେଧଡ଼କ ଚାଲିଛି କଇଁଛ ଚାଲାଣ: ଏତିକି ଟଙ୍କାରେ ବିକ୍ରି ହେଉଛି ମାଂସ

ମାଲକାନଗିରି: ମାଲକାନଗିରିରେ ବେଧଡ଼କ ଚାଲିଛି କଇଁଛ କାରବାର। କାଲିମେଳା ଅଂଚଳକୁ ଶହ ଶହ ସଂଖ୍ୟାରେ କଇଁଛ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।  କଇଁଛକୁ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ସାବେରୀ ନଦୀ ପାର ହୋଇ ପଡ଼ିଆ ଦେଇ ଏହିସବୁ କଇଁଛ କାଲିମେଳାକୁ ଅଣାଯାଉଛି।  କାଲିମେଳା ଅଂଚଳର ବିଭିନ୍ନ ସାପ୍ତାହିକ ହାଟରେ ଏହି କଇଁଛ ସବୁ ବିକ୍ରି କରାଯାଉଛି। କଇଁଛ ମାଂସ କିଲୋ […]

ବେଧଡ଼କ ଚାଲିଛି କଇଁଛ ଚାଲାଣ: ଏତିକି ଟଙ୍କାରେ ବିକ୍ରି ହେଉଛି ମାଂସ

ti

Advertisment

ମାଲକାନଗିରି: ମାଲକାନଗିରିରେ ବେଧଡ଼କ ଚାଲିଛି କଇଁଛ କାରବାର।କାଲିମେଳା ଅଂଚଳକୁ ଶହ ଶହ ସଂଖ୍ୟାରେ କଇଁଛ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।

Advertisment

 କଇଁଛକୁ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ସାବେରୀ ନଦୀ ପାର ହୋଇ ପଡ଼ିଆ ଦେଇ ଏହିସବୁ କଇଁଛ କାଲିମେଳାକୁ ଅଣାଯାଉଛି।  କାଲିମେଳା ଅଂଚଳର ବିଭିନ୍ନ ସାପ୍ତାହିକ ହାଟରେ ଏହି କଇଁଛ ସବୁ ବିକ୍ରି କରାଯାଉଛି। କଇଁଛ ମାଂସ କିଲୋ ପିଛା ୫ଶହରୁ ୬ଶହ ଟଙ୍କାରେ ବିକ୍ରି ହେଉଛି। ସବୁକିଛି ଜାଣିଶୁଣି ବନ ବିଭାଗ ଚୁପ୍ ବସିଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ