/odishatv-khabar/media/post_attachments/uploadimage/library/16_9/16_9_0/jagannath_1625225212.jpg)
jagannath
ପୁରୀ : ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଭାଇ-ଭଉଣୀଙ୍କୁ ଧରି ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡିଲେ ମହାବାହୁ । ଶରଧାବାଲିରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ୩ ରଥ।/odishatv-khabar/media/post_attachments/wp-content/uploads/2019/07/1-1.jpg)
Advertisment
/odishatv-khabar/media/post_attachments/wp-content/uploads/2019/07/subha.jpg)
/odishatv-khabar/media/post_attachments/wp-content/uploads/2019/07/balabhadra.jpg)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)