Tiger Dies After Attacking Youth Photograph: (OTV)
ନରସିଂହପୁରରେ ମଣିଷ ବାଘ ଲଢେଇ। ଲଢେଇରେ କଲରାପତରିଆ ବାଘର ମୃତ୍ୟୁ। ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଅନନ୍ତପ୍ରସାଦ ଗାଁର ଶୁଭ୍ରାଂଶୁ ଭୋଳଙ୍କ ଫାର୍ମ ହାଉସ୍ କୁ ପଶି ଆସିଥିଲା କଲରାପତରିଆ ବାଘ। ଉପସ୍ଥିତ ଯୁବକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା କଲରାପତରିଆ।
ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ। କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ ହୋଇଛି। ବାଘ ଆକ୍ରମଣରେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବନ କର୍ମଚାରୀ ପହଂଚି ବାଘକୁ ଜବତ ସହ ତଦନ୍ତ ଆରମ୍ଭ କରିଛି।
ବାଘ ମଣିଷ ଲଢ଼େଇରେ ବାଘ ମୃତ
ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ
ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ ପଶିଥିଲା ବାଘ
ଫାର୍ମ ହାଉସ୍ କୁ ପଶି ଆସିଥିଲା ବାଘ
ଉପସ୍ଥିତ ଯୁବକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା
ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ
ଯୁବକଙ୍କ ଛୁରାମାଡ଼ରେ ବାଘର ମୃତ୍ୟୁ
ବାଘ ଆକ୍ରମଣରେ ଗୁରୁତର ଯୁବକ କଟକ ସ୍ଥାନାନ୍ତର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/tiger-dies-after-attacking-youth-2026-01-24-10-54-15.jpg)