sakil girl friend
କଟକ : ସ୍କାନରରେ ସକିଲ୍ର ତୃତୀୟ ଗର୍ଲଫ୍ରେଣ୍ଡ। କଟକରେ ଜଣେ ବ୍ୟବସାୟୀଙ୍କୁ ବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ସକିଲର ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜା ଚାଲିଛି। ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜୁଛି କମିଶନରେଟ ପୁଲିସ ।
କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ଅଛି, ତାକୁ ଖୋଜା ଚାଲିଛି। ଗିରଫ ୨ ଗର୍ଲଫ୍ରେଣ୍ଡ ସକିଲର ନେଟୱର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି କରାଯାଇଛି। ସକିଲର କାର୍ଯ୍ୟକଳାପ ପ୍ରତି ନଜର ରଖିବାକୁ ଚିଠି ଲେଖିଛୁ । ଜେଲର ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିଷୟରେ ମଧ୍ୟ ଲେଖିଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sakil-girl-friend_1626688941.jpg)