Advertisment

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର: କ୍ୱାରେଣ୍ଟିନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜୟରାମପୁର ଗାଁର ଆରତୀ ଭୋଳ। ତାଙ୍କର ବୟସ ୪୧ ବର୍ଷ । ଖବର ଅନୁଯାୟୀ, ମହିଳା ଜଣକ ହାଇଦ୍ରାବାଦରୁ ଜୁନ ୨୦ରେ ଓଡିଶା ଆସିଥିଲେ। ପରେ ସେ ଜୟରାମପୁର କ୍ୱାରେଣ୍ଟନ୍‌ ସେଣ୍ଟରରେ ରହିଥିଲେ। ତେବେ ଗତକାଲି ଦିନ ପ୍ରାୟ ୧୧ଟା୪୦ ମିନିଟ ସମୟରେ କ୍ୱାରେଣ୍ଟିନ୍‌ […]

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

center

Advertisment

ବାଲେଶ୍ୱର: କ୍ୱାରେଣ୍ଟିନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜୟରାମପୁର ଗାଁର ଆରତୀ ଭୋଳ। ତାଙ୍କର ବୟସ ୪୧ ବର୍ଷ ।

Advertisment

ଖବର ଅନୁଯାୟୀ, ମହିଳା ଜଣକ ହାଇଦ୍ରାବାଦରୁ ଜୁନ ୨୦ରେ ଓଡିଶା ଆସିଥିଲେ। ପରେ ସେ ଜୟରାମପୁର କ୍ୱାରେଣ୍ଟନ୍‌ ସେଣ୍ଟରରେ ରହିଥିଲେ। ତେବେ ଗତକାଲି ଦିନ ପ୍ରାୟ ୧୧ଟା୪୦ ମିନିଟ ସମୟରେ କ୍ୱାରେଣ୍ଟିନ୍‌ ସେଣ୍ଟର ବାଥରୁମ୍‌ ପଛପଟେ ଥିବା ଏକ ଗଛରେ ଫାଶୀ ଲଗାଇ ଦେଇଥିଲେ। ଘଟଣାର ଖବର ପାଇ ପୋଲିସ ଓ ଭୋଗରାଇ ବିଡିଓ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ