ଅଦ୍ୟତନ ହୋଇଛି
train
Advertisment
ପାରାଦୀପ: ଟ୍ରାଏଲ୍ ହେଉଣୁ ରେଳରୋକ। ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍ରେ ଟ୍ରାଏଲ ରନ୍ କରାଯାଇଛି ।
Advertisment
ଆଜି ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍ରୁ ଗଡ଼ିଥିଲା କୋଇଲା ବୋଝେଇ ଟ୍ରେନ୍। କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଭର୍ଚୁଆଲ ଉଦ୍ଘାଟନ କରିଥିଲେ। ପାରାଦୀପରୁ ୫୮ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଛି, ହେଲେ ରେଳ ଲାଇନ୍ରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ଏହି ରେଳରୋକ କରାଯାଇଛି। ଏନେଇ ଷ୍ଟେସନମାଷ୍ଟରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଆନ୍ଦୋଳନକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/train-1_1625492372.jpg)