Advertisment

ହାର ମାନିଲା ସମ୍ପର୍କ, ପୁଅକୁ କ୍ୱାରେଣ୍ଟିନ୍‌ରେ ରଖିଲେ ସରପଞ୍ଚ

କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି। ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ […]

ହାର ମାନିଲା ସମ୍ପର୍କ, ପୁଅକୁ କ୍ୱାରେଣ୍ଟିନ୍‌ରେ ରଖିଲେ ସରପଞ୍ଚ

sarapamnch

Advertisment

କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି।

Advertisment

ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ