Advertisment

ମାଛ ପାଇଁ  କୋଭିଡ କଟକଣାକୁ ଫୁ

ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍‌ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ଖବର ଅନୁଯାୟୀ, ଦିନ ୨ଟା ପର୍ଯ୍ୟନ୍ତ ସହର ଖୋଲା ରହିବାକୁ ନିୟମ ରହିଛି ।୨ଟା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଏହି ସମୟରେ ସହରର […]

ମାଛ ପାଇଁ  କୋଭିଡ କଟକଣାକୁ ଫୁ

fishhhhh

Advertisment

ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍‌ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ।

Advertisment

ଖବର ଅନୁଯାୟୀ, ଦିନ ୨ଟା ପର୍ଯ୍ୟନ୍ତ ସହର ଖୋଲା ରହିବାକୁ ନିୟମ ରହିଛି ।୨ଟା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଏହି ସମୟରେ ସହରର ଜଣେ ମାଛ ବ୍ୟବସାୟୀ ପୋଖରୀରୁ ମାଛ ଧରୁଥିଲେ । ଆଉ ମାଛ କିଣିବା ପାଇଁ ଲୋକମାନେ ଆସି ଭିଡ଼ ଜମାଇଥିଲେ। ଚାହୁଁ ଚାହୁଁ ଭିଡ଼ ବଢ଼ିଯାଇଥିଲା। ଆଉ ଲୋକେ ମାଛ ନେବା ପାଇଁ ସାମାଜିକ ଦୂରତା କଟକଣାକୁ ବି ଭୁଲି ଯାଇଥିଲେ। ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଘଉଡ଼ାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ