Advertisment

ଏହି ସହର ହେଲା ସଟ୍‌ଡାଉନ୍‌

ଏହି ସହର ହେଲା ସଟ୍‌ଡାଉନ୍‌

dhamnaart

Advertisment

ଧାମନଗର: ତିନି ଦିନ ପାଇଁ ଭଦ୍ରକ ଜିଲ୍ଲା ଧାମନଗର ଏନଏସିକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ୧୭ ତାରିଖ ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରିଛି ଜିଲ୍ଲାପ୍ରଶାସନ।publive-image

Advertisment

ପୂର୍ବରୁ ଏହି ଏନଏସିରେ ଜଣେ ହୋମିଓ ପ୍ୟାଥିକ ଡାକ୍ତରଙ୍କର କରୋନା ଜନିତ କାରଣରୁ ମୃତ୍ୟୁ ହୋଇଥିଲା । ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଧାମନଗର ଏନଏସିକୁ ସଂପୂର୍ଣ୍ଣ ୩ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ