Advertisment

ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲେ

ଗଞ୍ଜାମ: କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି  ରକ୍ତ ସଂପର୍କୀୟ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡ଼ାରେ। ଖବର ଅନୁଯାୟୀ, ଜଣେ ହୋଟେଲ ମାଲିକଙ୍କ ପୁଅ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଗତକାଲି ସଂଧ୍ୟାରେ ଘରକୁ ଫେରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ କାନ୍ଧ ଦେବାକୁ କେହି ରକ୍ତ ସଂପର୍କୀୟ ଆସିନଥିବାରୁ ଏକ ଟ୍ରଲିରେ ମୃତଦେହ ଶ୍ମଶାନକୁ ନିଆଯାଇଥିଲା […]

ଅଦ୍ୟତନ ହୋଇଛି
ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲେ

trolly

Advertisment

ଗଞ୍ଜାମ: କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି  ରକ୍ତ ସଂପର୍କୀୟ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡ଼ାରେ।

Advertisment

ଖବର ଅନୁଯାୟୀ, ଜଣେ ହୋଟେଲ ମାଲିକଙ୍କ ପୁଅ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଗତକାଲି ସଂଧ୍ୟାରେ ଘରକୁ ଫେରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ କାନ୍ଧ ଦେବାକୁ କେହି ରକ୍ତ ସଂପର୍କୀୟ ଆସିନଥିବାରୁ ଏକ ଟ୍ରଲିରେ ମୃତଦେହ ଶ୍ମଶାନକୁ ନିଆଯାଇଥିଲା । ଟ୍ରଲିରେ ମୃତଦେହ ଶ୍ମଶାନକୁ ନେବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅନ୍ୟପକ୍ଷରେ ବୁଗୁଡ଼ାରେ ସପ୍ତାହେ ଭିତରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ କେହି କାନ୍ଧ ଦେବାକୁ ଆସିନଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏପ୍ରସଙ୍ଗରେ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ