Advertisment

‘କରୋନା ନାଁରେ ଧର୍ମକୁ ଆଖି ଠାର’

ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା। ୨୦ ବର୍ଷ ଶାସନକାଳରେ ୩୫ ଲକ୍ଷ ବେକାର ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୩୫ ହଜାର ଅର୍ଥାତ ୧.୧ ପ୍ରତିଶତ ବେକାରଙ୍କୁ ମିଳିଛି ନୂଆ ନିଯୁକ୍ତି। ଏବେ ନୂଆ ନିଯୁକ୍ତି ନାହିଁ ବୋଲି ସରକାରଙ୍କ ଯେଉଁ ବିଜ୍ଞପ୍ତି, ତାହା କରୋନା ନାଁରେ ଧର୍ମକୁ ଆଖିଠାର ବୋଲି ବିଜେପି ଅଭିଯୋଗ ଉଠାଇଛି । ଯୁବକମାନେ ବେକାର ବୁଲୁ ଥିବାବେଳେ ଅବସର ପରେ […]

‘କରୋନା ନାଁରେ ଧର୍ମକୁ ଆଖି ଠାର’

bjp

Advertisment

ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା। ୨୦ ବର୍ଷ ଶାସନକାଳରେ ୩୫ ଲକ୍ଷ ବେକାର ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୩୫ ହଜାର ଅର୍ଥାତ ୧.୧ ପ୍ରତିଶତ ବେକାରଙ୍କୁ ମିଳିଛି ନୂଆ ନିଯୁକ୍ତି।

Advertisment

ଏବେ ନୂଆ ନିଯୁକ୍ତି ନାହିଁ ବୋଲି ସରକାରଙ୍କ ଯେଉଁ ବିଜ୍ଞପ୍ତି, ତାହା କରୋନା ନାଁରେ ଧର୍ମକୁ ଆଖିଠାର ବୋଲି ବିଜେପି ଅଭିଯୋଗ ଉଠାଇଛି । ଯୁବକମାନେ ବେକାର ବୁଲୁ ଥିବାବେଳେ ଅବସର ପରେ ପୁନଃ ନିଯୁକ୍ତି ଅଟହାସ୍ୟ ବୋଲି କହିଛି ବିଜେପି।

ଏପଟେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଆଇଏଏସ ଓ ଓଏଏସ୍ ଅଫିସରଙ୍କୁ ପୁନଃ ନିଯୁକ୍ତି ଦେବାରେ ସରକାର ସିଦ୍ଧ ହସ୍ତ  । ଆଉ ଚାକିରି ନାହିଁ କହି ସରକାର ଇତି ମଧ୍ୟରେ ୧୦ରୁ ଅଧିକ ପୁନଃ ନିଯୁକ୍ତି ଦେଇଛନ୍ତି । କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରେ ୯ ଜଣ ନିଯୁକ୍ତି ପାଇଛନ୍ତି ବୋଲି କହିଛି କଂଗ୍ରେସ । ସରକାର ନିଜେ କରିଥିବା ନୀତି ନିଜେ ଭାଙ୍ଗୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଉଠାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ