School Photograph: (OTV)
ସ୍କୁଲରେ ପିଲା ଅନୁପସ୍ଥିତ ରହିଲେ ଘରକୁ ଯିବେ ସାର। ବିଦ୍ୟାଳୟରେ କୌଣସି ପିଲା ୭ରୁ ଅଧିକ ଦିନ ଅନୁପସ୍ଥିତ ରହିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। କାହିଁକି ଅନୁପସ୍ଥିତ ରହିଲେ କଣ କାରଣ ତାହା ବୁଝିବେ ସ୍କୁଲ କର୍ତ୍ତୃପକ୍ଷ।
ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ ଉପସ୍ଥାନ ବଢାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପିଲା ସ୍କୁଲ ନଗଲେ, ଘରକୁ ଯିବେ ସାର୍
ସ୍କୁଲରେ ପିଲା ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ
ପିଲା ୭ରୁ ଅଧିକ ଦିନ ଅନୁପସ୍ଥିତ ରହିଲେ ଘରକୁ ଯିବେ ସାର୍
କାହିଁକି ଅନୁପସ୍ଥିତ ରହିଲେ, କାରଣ ବୁଝିବେ ସ୍କୁଲ କର୍ତ୍ତୃପକ୍ଷ
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ DEOଙ୍କୁ ଚିଠି
ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/school-2026-01-10-12-53-23.jpg)