/odishatv-khabar/media/media_files/2026/02/24/sudden-heavy-rain-hits-capital-city-2026-02-24-18-30-20.jpg)
ରାଜଧାନୀରେ ବର୍ଷା; ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା Photograph: (OTV)
ରାଜଧାନୀରେ ଲଘୁଚାପ ବର୍ଷା। ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା। ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି । କିଛି କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା ମିଳୁଛି। କଟକରେ ବି ବର୍ଷା ହୋଇଛି।
Advertisment
ଟ୍ବିନ୍ ସିଟିକୁ ଆଗାମୀ ୩ ଘଣ୍ଟା ଯାଏ ବଜ୍ରପାତ ଆଲର୍ଟ ଜାରି ହୋଇଛି। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂପୁର, ମୟୂରଭଞ୍ଜ, ଗଞ୍ଜାମ , ଗଜପତି , ରାୟଗଡ଼ା ଏବଂ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆଗାମୀ ୩ ଘଣ୍ଟ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
- ରାଜଧାନୀରେ ଲଘୁଚାପ ବର୍ଷା
- ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଛେଚିଲା
- ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି
- ଟ୍ବିନ୍ ସିଟିକୁ ଆଗାମୀ ୩ ଘଣ୍ଟା ଯାଏ ବଜ୍ରପାତ ଆଲର୍ଟ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)