Advertisment

Subhadra Assistance Disbursal Today:: ଆଜି ମିଳିବ ସୁଭଦ୍ରା ଟଙ୍କା, ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଆଜି ମିଳିବ ସୁଭଦ୍ରା ଟଙ୍କା। ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ସହାୟତା। ୩୧୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

Subhadra Yojana

Subhadra Yojana Photograph: (OTV)

Advertisment

ଆଜି ମିଳିବ ସୁଭଦ୍ରା ଟଙ୍କା | ୪ ଲକ୍ଷ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ସହାୟତା । ୩୧୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିନ ୧୧ଟାରେ ଭୁବନେଶ୍ବର ଓୟୁଏଟି ପରିସରରେ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । 

Advertisment

ଆଜି ସୁଭଦ୍ରା ଟଙ୍କା ମିଳିବା ନେଇ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ । ଆଜି ଉପକୃତ ହେବାକୁ ଥିବା ହିତାଧିକାରୀଙ୍କ ମଧ୍ୟରେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳା ରହିଛନ୍ତି । ସେମାନେ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ପାଇବେ। ଏଥିସହ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ମଧ୍ୟ ଟଙ୍କା ମିଳିବ ।

ଆଜି ଆସିବ ସୁଭଦ୍ରା ଟଙ୍କା
ଆଜି ମିଳିବ ସୁଭଦ୍ରା ଟଙ୍କା
୪ ଲକ୍ଷ ୫୭ ହଜାରରୁ ଅଧିକଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ସହାୟତା
୩୧୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ହିତାଧିକାରୀ ଟଙ୍କା ପାଇବେ
ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ ପଡ଼ିଥିବା ହିତାଧିକାରୀ ବି ପାଇବେ ସହାୟତା
ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ମିଳିବ ଟଙ୍କା

Advertisment
Subhadra Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ