କଟକ : କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । କରେ।ନା କାଳରେ ସାରା ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେଲ୍ଫ ଫାଇନାସ୍ସ କେ।ର୍ସର ଫି କମାଇବାକୁ ଜେ।ରଦାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ନିଜର ଦାବି ଦେ।ହରାଇବା ସହ କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Advertisment
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବର୍ତମାନ ସମୟରେ ଫି କମାଇବା ସମ୍ଭବପର ନୁହେଁ ବରଂ ଛାତ୍ରଛାତ୍ରୀଙ୍କୁ ଇନଷ୍ଟଲମେଂଟ ସୁବିଧା ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କଲେଜ କର୍ତୃପକ୍ଷ । ଏହାସହ କର୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ଚାହାନ୍ତି ତେବେ ନିଜର ଫି ସେମାନେ ଇନଷ୍ଟଲମେଂଟରେ ଦାଖଲ କରିପାରିବେ ବେ।ଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)