Advertisment

Students Stage Protest Before VC Office: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି, ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା। ଶିକ୍ଷକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଶିକ୍ଷକ ଶିକ୍ଷା ବିଭାଗର ଏଚଓଡିଙ୍କ ନାଁରେ ଅଭିଯୋଗ। ଏଚଓଡି ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ।

author-image
Pramod Behera
Students Stage Protest Before VC Office

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି Photograph: (OTV)

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ଧାରଣା। ବିଭାଗୀୟ ମୁଖ୍ୟଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆଣି ପ୍ରଦିବାଦ କରିଛନ୍ତି ଛାତ୍ରଛାତ୍ରୀ। 

Advertisment

ଏଚଓଡି ନାଁରେ ମନମୁଖୀ କାର୍ଯ୍ୟ, ମାନସିକ ନିର୍ଯ୍ୟାତନା, ଏକାଡେମିକ୍ ସମସ୍ୟା, ଅଧ୍ୟାପକ ନିଯୁକ୍ତିରେ ଚଞ୍ଚକତା ଦାବି ଅଭିଯୋଗ ଆଣି ଭିସିଙ୍କ ଅଫିସ ଆଗରେ ପ୍ରତିବାଦ କରିଛନ୍ତି। ପ୍ରାୟ ଦେଢ଼ ବର୍ଷ ଧରି ଏହି ସମସ୍ୟା ନେଇ କୁଳପତିଙ୍କୁ ଜଣା ଯାଇଥିଲେ ବି ସମାଧାନ ହୋଇ ନଥିବାରୁ ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ।

  • ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି
  • ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ଶିକ୍ଷକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରତିବାଦ
  • ଶିକ୍ଷକ ଶିକ୍ଷା ବିଭାଗର ଏଚଓଡିଙ୍କ ନାଁରେ ଅଭିଯୋଗ
  • ଏଚଓଡି ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ
Advertisment
Student Protest Utkal University Odisha News
Advertisment
Advertisment