Advertisment

ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ : ଗମାଙ୍ଗ

ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗ କହିଛନ୍ତି, ୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନ ଥିଲା। ତେବେ ଏହାର ୨୦ ବର୍ଷ ପରେ ବି ବାତ୍ୟାକୁ […]

ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ : ଗମାଙ୍ଗ

chan

Advertisment

ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗ କହିଛନ୍ତି, ୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନ ଥିଲା। ତେବେ ଏହାର ୨୦ ବର୍ଷ ପରେ ବି ବାତ୍ୟାକୁ ନେଇ ରାଜ୍ୟ ସରକାର  କଟକ-ଭୁବନେଶ୍ୱର ଲୋକଙ୍କୁ ଠିକ୍‌ରେ ସୂଚନା ଦେଇ ପାରି ନାହାନ୍ତି । ସେହିଭଳି ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦୌ ବାହାବା କରି ନାହାନ୍ତି ବୋଲି ଗମାଙ୍ଗ କହିଛନ୍ତି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ