Advertisment

ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା କାଲିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଏକ୍ସପ୍ରେସ୍। ଜୀବିକା ପାଇଁ ଟ୍ରେନରେ ପୁଣି ସୁରତ୍ ଫେରିବେ ପ୍ରବାସୀ ଓଡ଼ିଆ। ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ୩ଟି ଟ୍ରେନ୍। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରୁଛନ୍ତି। ନିଜ ରାଜ୍ୟରେ କାମଧନ୍ଦା ପାଇଲେନି, ତେଣୁ ପୁଣି ଥରେ ପୁରୁଣା କର୍ମସ୍ଥଳକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତାକାଲିଠାରୁ ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏସବୁ ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ। […]

ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍

train

Advertisment

ଭୁବନେଶ୍ୱର: ଆସନ୍ତା କାଲିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଏକ୍ସପ୍ରେସ୍। ଜୀବିକା ପାଇଁ ଟ୍ରେନରେ ପୁଣି ସୁରତ୍ ଫେରିବେ ପ୍ରବାସୀ ଓଡ଼ିଆ। ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ୩ଟି ଟ୍ରେନ୍। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରୁଛନ୍ତି।

Advertisment

ନିଜ ରାଜ୍ୟରେ କାମଧନ୍ଦା ପାଇଲେନି, ତେଣୁ ପୁଣି ଥରେ ପୁରୁଣା କର୍ମସ୍ଥଳକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତାକାଲିଠାରୁ ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏସବୁ ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ। ଏଥିପାଇଁ ଆଜି ଷ୍ଟେସନରେ ସଫେଇ କରାଯିବା ସହ ସାନିଟାଇଜ୍ କରାଯାଇଛି।

ଇଷ୍ଟ କୋଷ୍ଟ ରେଲୱେର ସୂଚନା ଅନୁସାରେ ପୁରୀ-ଅହମ୍ମଦାବାଦ ସପ୍ତାହକୁ ୪ ଦିନ ଚାଲିବ। ପୁରୀ-ଗାନ୍ଧିଧାମ ଓ ପୁରୀ-ଓଖା ଟ୍ରେନ୍ ସପ୍ତାହକୁ ଥରେ ଚାଲିବ। ସେପଟେ ଶ୍ରମିକଙ୍କୁ କାମ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ସଂସଦରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିରୋଧୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ