/odishatv-khabar/media/post_attachments/uploadimage/library/16_9/16_9_0/ss_1626688361.jpg)
ss
ଭୁବନେଶ୍ୱର : ଆକାଶରେ ଚାଲିଲା ଛାଇ ଆଲୁଅ ଖେଳ । ତିନି ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଆଜି ଦେଖିବାକୁ ମିଳିଛି ବିରଳ ସୂର୍ଯ୍ୟୋପରାଗ । ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ୍, ମୁମ୍ବାଇ, ବେଙ୍ଗାଲୁରୁ, କୋଏମ୍ବାଟୁର୍, ଚେନ୍ନାଇ ସମେତ ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି ଏହି ମହାଜାଗତିକ ଦୃଶ୍ୟ ।
Advertisment
ମୁଖ୍ୟତଃ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁରେ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ସକାଳ ୧୦ଟା ୪୭ ମିନିଟ୍ରେ ବଳୟ ସୂର୍ଯ୍ୟୋପରାଗକୁ ଦେଖିଥିଲେ ଲୋକେ।
ଏହାଛଡ଼ା ମୁମ୍ବାଇରେ ବି ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଖାଲି ଭାରତରେ ନୁହେଁ ବିଦେଶରେ ବି ଏହି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ସିଙ୍ଗାପୁର, ଶ୍ରୀଲଙ୍କା ଦୁବାଇରେ ବି ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)