Advertisment

ବିଷଧର ନାଗକୁ ଦୋକାନରେ ପଶିବାକୁ ଦେଲାନୀ ରାଣୀ

ବ୍ରହ୍ମପୁର : ବିଷଧର ନାଗ ଓ ପୋଷା କୁକୁର ମଧ୍ୟରେ ଘମାଘୋଟ ଲଢେଇ । ପରସ୍ପର ଆକ୍ରମଣରେ ଉଭୟଙ୍କ ମୃତ୍ୟୁ। ଗଞ୍ଜାମ ଗୋଳନ୍ଥରା ଥାନା ରଣ୍ଡା ଗାଁରେ ଆଜି ଦେଖବାକୁ ମିଳିଛି ଏଭଳି ଦୃଶ୍ୟ । ଏ ଗାଁରେ ଥିବା ଏକ ସପିଙ୍ଗ କଂପ୍ଲେକ୍ସ ଭିତରକୁ ଆଜି ମଧ୍ୟାନ୍ନରେ ଏକ ବିଷଧର ନାଗ ପଶିବାକୁ ଚେଷ୍ଟା କରିଥିଲା । ତେବେ ଏ କଂପ୍ଲେକ୍ସରେ ରହୁଥିବା ପୋଷା କୁକୁର ରାଣୀ ନଜରରେ ପଡ଼ିଥିଲା। ସେ  ସାପଟି କଂପ୍ଲେକ୍ସକୁ ପଶିବା […]

ବିଷଧର ନାଗକୁ ଦୋକାନରେ ପଶିବାକୁ ଦେଲାନୀ ରାଣୀ

snake -1

Advertisment

ବ୍ରହ୍ମପୁର : ବିଷଧର ନାଗ ଓ ପୋଷା କୁକୁର ମଧ୍ୟରେ ଘମାଘୋଟ ଲଢେଇ । ପରସ୍ପର ଆକ୍ରମଣରେ ଉଭୟଙ୍କ ମୃତ୍ୟୁ। ଗଞ୍ଜାମ ଗୋଳନ୍ଥରା ଥାନା ରଣ୍ଡା ଗାଁରେ ଆଜି ଦେଖବାକୁ ମିଳିଛି ଏଭଳି ଦୃଶ୍ୟ । ଏ ଗାଁରେ ଥିବା ଏକ ସପିଙ୍ଗ କଂପ୍ଲେକ୍ସ ଭିତରକୁ ଆଜି ମଧ୍ୟାନ୍ନରେ ଏକ ବିଷଧର ନାଗ ପଶିବାକୁ ଚେଷ୍ଟା କରିଥିଲା । ତେବେ ଏ କଂପ୍ଲେକ୍ସରେ ରହୁଥିବା ପୋଷା କୁକୁର ରାଣୀ ନଜରରେ ପଡ଼ିଥିଲା।

Advertisment

publive-imageସେ  ସାପଟି କଂପ୍ଲେକ୍ସକୁ ପଶିବା ଦେଖି ରାଣୀ ତା ବାଟ ଓଗାଳି ଥିଲା । ହେଲେ ନାଗ ନମାନିବାରୁ ତାକୁ କାମୁଡ଼ି ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ପ୍ରାୟ ଘଣ୍ଟାଏ ହେବ ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଲଢେଇ ।

ଶେଷରେ ସାପଟି ନିସ୍ତେଜ ହୋଇ ପ୍ରାଣ ହରାଇଥିଲା । ଏପଟେ ନାଗ ଚୋଟରେ ଗୁରୁତର ରାଣୀ ବି କିଛି ସମୟ ପରେ ଆଖି ବୁଜିଥିଲା । ରାଣୀର ଏ ମୁନିବ ପ୍ରୀତି ଓ ସାହସିକତା ପାଇଁ ସ୍ଥାନୀୟ ଲୋକେ ତାର ଶବକୁ ସମ୍ମାନର ସତ୍କାର କରିଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ