Advertisment

ଧରା ପଡିଲେ ୬ ପ୍ରେମୀ ଯୁଗଳ , ଗେଷ୍ଟ ହାଉସ୍‌ରେ କରୁଥିଲେ ଏମିତି କାମ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ  ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]

ଧରା ପଡିଲେ ୬ ପ୍ରେମୀ ଯୁଗଳ , ଗେଷ୍ଟ ହାଉସ୍‌ରେ କରୁଥିଲେ ଏମିତି କାମ

lox sex

Advertisment

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ  ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ।

Advertisment

publive-imageମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଦେହବେପାର ଚାଲିଥିଲା। ଏ ସମ୍ପର୍କରେ ସଦର ଥାନା ପୁଲିସ ଜାଣିପାରି ଅଚାନକ ଉକ୍ତ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା। ଏହି ସମୟରେ ୬ଟି ରୁମ୍‌ରେ ୬ ଜଣ ଯୁବକ ଓ ୬ ଜଣ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ଏହାଛଡ଼ା କିଛି କଣ୍ଡୋମ ମଧ୍ୟ ଉଦ୍ଧାର କରିଥିଲା। ଏମାନେ ପ୍ରେମୀ ଯୁଗଳ ବୋଲି ଜଣାପଡ଼ିଛି। ପୁଲିସ ଉଦ୍ଧାର କରିଥିବା ଯୁବତୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ଉଦ୍ଧାର ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ କଲେଜ ଛାତ୍ରୀ। ସେମାନେ ବିଭିନ୍ନ କଲେଜରେ ପାଠ ପଢ଼ନ୍ତି।

ପୁଲିସ ଏହି ଘଟଣାରେ ମାମଲା ରୁଜୁ ଜଣେ ଗେଷ୍ଟ ହାଉସ୍‌ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ