Advertisment

ସରୋଜ ସେଠୀଙ୍କ ଘରେ ଏସଆଇଟି

ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।

ସରୋଜ ସେଠୀଙ୍କ ଘରେ ଏସଆଇଟି

Soroj sethi

Advertisment

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।

Advertisment

ଗତକାଲି ପରିର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନଥିଲା। ଅଭିଯୁକ୍ତକୁ ନେଇ ପରୀର ଗାଁ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ମଧ୍ୟ ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇପାରେ।

ଆହୁରି ପଢ଼ନ୍ତୁ:ପରୀ ହତ୍ୟାର ପ୍ରାମାଣ ପାଇଁ ଶୁଖାଯିବ ଗାଁ ପୋଖରୀ

Pari Hatya Mamala Nayagarh Pari Case Saroj Sethy In Pari Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ