Advertisment

ଚାକିରି ଆଶାୟୀଙ୍କୁ ଆଉ ଅସୁବିଧା ହେବାକୁ ପଡ଼ିବନି

ଭୁବନେଶ୍ୱର : ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ଏଣିକି ସେଲ୍ଫ ଡିକ୍ଲାରେସନ ଜରିଆରେ ମିଳିପାରିବ । ଚାକିରି ଆଶାୟୀ ଚାକରି ଆବେଦନ ବେଳେ ସେଲ୍ଫ ଡିକ୍ଲାରେସନ ଦେଇ ଏହି ପ୍ରମାଣପତ୍ର ପାଇପାରିବେ। ପ୍ରୋଭିଜନାଲ ସିଲେକ୍ସନ ପରେ ଜାତି, ବାସସ୍ଥାନ ପ୍ରମାଣପତ୍ର ଦେଖାଇବେ। ସେମିତି ଶିକ୍ଷାନୁଷ୍ଠାନରେ ଆଡମିଶନ ଆବେଦନ ବେଳେ […]

ଚାକିରି ଆଶାୟୀଙ୍କୁ ଆଉ ଅସୁବିଧା ହେବାକୁ ପଡ଼ିବନି

declaration-Alamy-KG3D6D

Advertisment

ଭୁବନେଶ୍ୱର : ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି ।

Advertisment

ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ଏଣିକି ସେଲ୍ଫ ଡିକ୍ଲାରେସନ ଜରିଆରେ ମିଳିପାରିବ । ଚାକିରି ଆଶାୟୀ ଚାକରି ଆବେଦନ ବେଳେ ସେଲ୍ଫ ଡିକ୍ଲାରେସନ ଦେଇ ଏହି ପ୍ରମାଣପତ୍ର ପାଇପାରିବେ।

ପ୍ରୋଭିଜନାଲ ସିଲେକ୍ସନ ପରେ ଜାତି, ବାସସ୍ଥାନ ପ୍ରମାଣପତ୍ର ଦେଖାଇବେ। ସେମିତି ଶିକ୍ଷାନୁଷ୍ଠାନରେ ଆଡମିଶନ ଆବେଦନ ବେଳେ ସେଲ୍ଫ ଡିକ୍ଲାରେସନ ଦେଇ ପ୍ରମାଣପତ୍ର ନେଇ ପାରିବେ। ପ୍ରୋଭିଜନାଲ ସିଲେକ୍ସନ ପରେ ଜାତି, ବାସସ୍ଥାନ ପ୍ରମାଣପତ୍ର ଦେଖାଇବେ। ଜାତି, ବାସିନ୍ଦା, ଆୟ ସଂପର୍କିତ ପ୍ରମାଣପତ୍ର ପାଇଁ କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡିବ ନାହିଁ । ପୂର୍ବରୁ ଆପ୍‌ରେ କେମିତି ଆବେଦନ କରିହେବ ସେନେଇ ଏକ ଭିଡିଓ ଜାରି କରିଥିଲେ ରାଜ୍ୟ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ