/odishatv-khabar/media/media_files/2026/02/17/seat-changes-in-odisha-assembly-2026-02-17-16-44-16.jpg)
ବିଧାନସଭାରେ ବଦଳିଲା ସନାତନ ଓ ଅରବିନ୍ଦଙ୍କ ସିଟ୍ Photograph: (OTV)
ବିଧାନସଭାରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ସିଟ୍। ବିଜେଡିରୁ ନିଲମ୍ବନ ପରେ ଦୁହିଁଙ୍କ ଆସନ ବଦଳିଛି। ପୂର୍ବରୁ ଅରବିନ୍ଦ ମହାପାତ୍ରଙ୍କ ସିଟ୍ ଥିଲା G19, ଏବେ ହେଲା F19।
Advertisment
ସେହିପରି ସନା ମହାକୁଡ଼ଙ୍କ ସିଟ୍ ପୂର୍ବରୁ F14 ଥିଲା ଓ ଏବେ F21 ହୋଇଛି। ଅରବିନ୍ଦ ମହାପାତ୍ରଙ୍କ ସିଟ ବିଧାୟକ ସୁନୀଲ ମହାପାତ୍ରଙ୍କ ସହ ପରିବର୍ତ୍ତନ ହୋଇଛି। ସେହିପରି ମାଧବ ଧଡ଼ାଙ୍କ ସିଟ୍ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡଙ୍କ ଆସନ।
- ବଦଳିଲା ସନାତନ ଓ ଅରବିନ୍ଦଙ୍କ ସିଟ୍
- ବିଧାନସଭାରେ ବଦଳିଲା ୨ ବିଧାୟକଙ୍କ ସିଟ୍
- ବିଜେଡିରୁ ନିଲମ୍ବନ ପରେ ବଦଳିଲା ବିଧାନସଭା ସିଟ୍
- ଅରବିନ୍ଦଙ୍କ ସିଟ୍ G19ରୁ ହେଲା F19
- ସନାତନଙ୍କ ସିଟ୍ ହେଲା F21, ପୂର୍ବରୁ ଥିଲା F14
- ଅରବିନ୍ଦଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା
- ମାଧବ ଧଡ଼ାଙ୍କ ସିଟ୍ ସହ ପରିବର୍ତ୍ତନ ହେଲା ସନା ମହାକୁଡ଼ଙ୍କ ସିଟ୍
- ଅରବିନ୍ଦଙ୍କ G19 ରୁ F19 ଓ ସନାତନଙ୍କ F14 ରୁ F21 ହେଲା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)