Advertisment

କୁନିକୁନି ଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା ; ଗ୍ରୀଟିଙ୍ଗସ୍ ତିଆରି କରି ପାଲଟିଲେ ଉଦାହରଣ

ଉଦଳା :  ୨୦୧୯କୁ ବିଦାୟ ଓ୨୦୨୦କୁ  ସ୍ୱାଗତ । ନୂଆବର୍ଷକୁ ସ୍ୱାଗତ କରିବା ନିମନ୍ତେ ସ୍କୁଲ ଛାତ୍ରୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍ । ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କର ପ୍ରେରଣା ଓ ଛାତ୍ରୀଙ୍କ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି । କୁନିକୁନି ଛାତ୍ରୀ ବିଭିନ୍ନ ଡିଜାଇନର ଗ୍ରୀଟିଙ୍ଗସ୍ ତିଆରି କରି ଅନ୍ୟମାନଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଅନ୍ତୋବାସୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍। ବଜାରରେ କିଣିବା ଅପେକ୍ଷା ନିଜେ ଶିଖି […]

କୁନିକୁନି ଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା ; ଗ୍ରୀଟିଙ୍ଗସ୍ ତିଆରି କରି ପାଲଟିଲେ ଉଦାହରଣ

greetings

Advertisment

ଉଦଳା :  ୨୦୧୯କୁ ବିଦାୟ ଓ୨୦୨୦କୁ  ସ୍ୱାଗତ । ନୂଆବର୍ଷକୁ ସ୍ୱାଗତ କରିବା ନିମନ୍ତେ ସ୍କୁଲ ଛାତ୍ରୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍ । ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କର ପ୍ରେରଣା ଓ ଛାତ୍ରୀଙ୍କ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି ।

Advertisment

କୁନିକୁନି ଛାତ୍ରୀ ବିଭିନ୍ନ ଡିଜାଇନର ଗ୍ରୀଟିଙ୍ଗସ୍ ତିଆରି କରି ଅନ୍ୟମାନଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଅନ୍ତୋବାସୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍। ବଜାରରେ କିଣିବା ଅପେକ୍ଷା ନିଜେ ଶିଖି ତାହାକୁ ତିଆରି କରି ସାଙ୍ଗସାଥୀ ତଥା ଗୁରୁଜନମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଏହି ଉଦ୍ୟମ  କରିଛନ୍ତି । ନିଜ ହାତରେ ପରିଶ୍ରମ କରିଥିବା ଗ୍ରୀଟିଙ୍ଗସରେ ଭଲ ପାଇବା ଓ ସ୍ନେହ ଭାବ ମଧ୍ୟ ଅଧିକ ଥାଏ ବୋଲି କହିଛନ୍ତି ଛାତ୍ରୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ