Advertisment

ବାଲୁକା କଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ପାରିକରଙ୍କ ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭି଼ଡ଼ ଲାଗିଥିଲା। ବର୍ଷେଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଗତ ରବିବାର ସନ୍ଧ୍ୟାରେ ପାରିକର […]

ବାଲୁକା କଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି

puri

Advertisment

ପୁରୀ: ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ପାରିକରଙ୍କ ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭି଼ଡ଼ ଲାଗିଥିଲା।puri

Advertisment

ବର୍ଷେଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଗତ ରବିବାର ସନ୍ଧ୍ୟାରେ ପାରିକର ଇହଧାମ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଗତକାଲି ଗୋଆ ମେରାଇନ୍‌ ବିଚ୍‌ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ