Advertisment

ବାଲିରେ ମହାଦେବ; ୧୧ଟି ଶିବ ପ୍ରତିମା ନିର୍ମାଣ କଲେ ବାଲୁକା ଶିଳ୍ପୀ

ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍‌ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ […]

ବାଲିରେ ମହାଦେବ; ୧୧ଟି ଶିବ ପ୍ରତିମା ନିର୍ମାଣ କଲେ ବାଲୁକା ଶିଳ୍ପୀ

87021228_3067582293260963_5948508655325282304_n

Advertisment

ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।

Advertisment

publive-image

ପ୍ରାୟ ୧୦ ଟନ୍‌ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି।

publive-image

ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ ସେ ମାନବିକତାକୁ ପ୍ରଜ୍ୱଳିତ କରିବାକୁ ବାର୍ତ୍ତା ଦେଇଛନ୍ତି।

Advertisment

publive-image

ଏହି ବାଲୁକା କଳା ୧୫ ଫୁଟ୍ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍‌ ବାଲି ବ୍ୟବହାର ହୋଇଛି। ବାଲୁକା କଳା ମାଧ୍ୟମରେ ସେ ସମସ୍ତଙ୍କୁ ମହାଶିବରାତ୍ରିର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ