Advertisment

ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏମିତି କହିଲେ ବିଜେପି ନେତା

ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ଏଥିସହ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ […]

ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏମିତି କହିଲେ ବିଜେପି ନେତା

jya narayana mishara

Advertisment

ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ଏଥିସହ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ ଲୁଟ୍‌ପାଟ ଚାଲିଛି ବୋଲି ଅଭିଯୋଗ ଉଠାଇଛନ୍ତି ଜୟନାରାୟଣ। ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି।

ଛତିଶଗଡ଼ର ଧାନ କିଣିବା ନେଇ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ୍ କରି ଏପରି କହିଥିଲେ ଜୟନାରାୟଣ। ମିଲର ଓ ସରକାରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ