Advertisment

ଖୋଲିବ ଆରଟିଓ ଅଫିସ୍

ଭୁବନେଶ୍ୱର : ରାଜ୍ୟରେ RTOରେ ଚାଲିବ କାମ। ରାଜ୍ୟର ସମସ୍ତ RTO ଅଫିସ୍‌ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ହୋଇଛି। ଅନୁମତି ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିଶନର। ନିର୍ଦ୍ଦେଶ ସଂପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇ କହିଛନ୍ତି  ଯେ ରେଜିଷ୍ଟ୍ରେସନ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ। ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ। ଡିଏଲ୍ କିମ୍ବା […]

ଅଦ୍ୟତନ ହୋଇଛି
ଖୋଲିବ ଆରଟିଓ ଅଫିସ୍

rto

Advertisment

ଭୁବନେଶ୍ୱର : ରାଜ୍ୟରେ RTOରେ ଚାଲିବ କାମ। ରାଜ୍ୟର ସମସ୍ତ RTO ଅଫିସ୍‌ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ହୋଇଛି। ଅନୁମତି ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିଶନର।

Advertisment

ନିର୍ଦ୍ଦେଶ ସଂପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇ କହିଛନ୍ତି  ଯେ ରେଜିଷ୍ଟ୍ରେସନ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ। ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ।

ଡିଏଲ୍ କିମ୍ବା RC ସମ୍ବନ୍ଧିତ  କୌଣସି ବ୍ୟକ୍ତିଙ୍କର ଡକ୍ୟୁମେଣ୍ଟ ହଜିଯାଇଥିଲେ ସେମାନଙ୍କୁ ଡୁପ୍ଲିକେଟ୍ ପ୍ରମାଣପତ୍ର ମଧ୍ୟ ଦିଆଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଢେଇ ଲକ୍ଷ ଡିଏଲ୍ ଏବଂ ଏଲ୍ଏଲ୍ କାମ ବକେୟା ରହିଛି। ମାସ୍କ, ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ପାଇଁ ମଧ୍ୟ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ