Advertisment

Farmers Sell Roses at Minimal Cost: ମହଙ୍ଗା ଗୋଲାପ, ୪ଟଙ୍କାରେ ଆସୁଛି ୬୦ରେ ବିକ୍ରି

ଏଠି ଗୋଲାପର ଦାମ୍ ୪ଟଙ୍କା। ଭ୍ୟାଲେଣ୍ଟାଇନ୍ ଡେ’ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଓଡ଼ିଶାକୁ ଏଠୁ ଆସୁଛି ଶହ ଶହ କିଲୋ ଗୋଲାପ। ପଶ୍ଚିମବଙ୍ଗରୁ ପ୍ରତିଦିନ ଆସୁଛି ଗୋଲାପ ଫୁଲ। ଭୁବନେଶ୍ୱରରେ ୬୦, ଏଠି ମାତ୍ର ୪ ଟଙ୍କା ଗୋଲାପ।

author-image
Pramod Behera
Farmers Sell Roses at Minimal Cost

୪ଟଙ୍କାରେ ଆସୁଛି ୬୦ରେ ବିକ୍ରି Photograph: (OTV)

ଭୁବନେଶ୍ୱରରେ ଗୋଲାପ ଗୋଟାକ ୬୦ ଟଙ୍କା। କିନ୍ତୁ ଯେଉଁଠୁ ଗୋଲାପ ଆସୁଛି ସେଇଠି ମାତ୍ର ୩ରୁ ୪ ଟଙ୍କା। ପ୍ରତିଦିନ ଶହ ଶହ କିଲୋ ଗୋଲାପ ପଶ୍ଚିମବଙ୍ଗରୁ ଆସେ। ଚାଷୀ ଗୋଟିଏ ଟଙ୍କାରୁ ୪ଟଙ୍କା ଭିତରେ ଏହାକୁ ବିକ୍ରି କରେ। ଯାହା ଓଡ଼ିଶା ପହଞ୍ଚୁ ପହଞ୍ଚୁ ୩୦ ଟଙ୍କାରୁ ଅଧିକ ହେଇଯାଏ। 

Advertisment


କୋଲକାତା ପାଖ ପଂସକୁରା ଜିଲ୍ଲା ଗୋଲାପ ଚାଷ ପାଇଁ ପ୍ରସିଦ୍ଧ ଲାଭ କରିଛି। ସେଠି ହଜାର ହଜାର ହେକ୍ଟରରେ ଫୁଲ ଚାଷ ହୁଏ ବିଶେଷ ଭାବେ ଗୋଲାପ। 

  • ଏଠି ଗୋଲାପର ଦାମ୍ ୪ଟଙ୍କା
  • ଭ୍ୟାଲେଣ୍ଟାଇନ୍ ଡେ’ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ଓଡ଼ିଶାକୁ ଏଠୁ ଆସୁଛି ଶହ ଶହ କିଲୋ ଗୋଲାପ
  • ପଶ୍ଚିମବଙ୍ଗରୁ ପ୍ରତିଦିନ ଆସୁଛି ଗୋଲାପ ଫୁଲ 
  • ଭୁବନେସ୍ୱରରେ ୬୦, ଏଠି ମାତ୍ର ୪ ଟଙ୍କା ଗୋଲାପ
Advertisment
Rose Benefits Benefits Of Roses Rose Day
Advertisment
Advertisment