Elephant Herd Returns to Jharkhand Photograph: (OTV)
Advertisment
ଝାଡ଼ଖଣ୍ଡକୁ ଲେଉଟିଲେ ହାତୀ ପଲ। ଚମ୍ପୁଆ ରେଞ୍ଜର ଯାମୁଦଲକ ମଙ୍ଗଳପୁର ରାସ୍ତା ଅତିକ୍ରମ କରି ବୈତରଣୀ ନଦୀ ପାର ହୋଇ ଝାଡ଼ଖଣ୍ଡକୁ ଫେରି ଯାଇଛନ୍ତି ୨୬ ଟିକିଆ ହାତୀ ପଲ। ଦୀର୍ଘ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ରେଞ୍ଜର ଚମ୍ପୁଆ, ଉଖୁଣ୍ଡା ସେକ୍ସନରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ।
Advertisment
ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ ହୋଇଥିଲା ବନ ବିଭାଗ। ତେବେ ଗତ ରାତିରେ ହାତୀ ପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ବାହାରି ଝାଡ଼ଖଣ୍ଡକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/elephant-herd-returns-to-jharkhand-2026-03-09-12-28-18.jpg)