Advertisment

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି। ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ମଧ୍ୟ କରିଛନ୍ତି। ଅମରେନ୍ଦ୍ରଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକ ନିକଟରେ ଟାୟାର ଜାଳି […]

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

road-block

Advertisment

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି।

Advertisment

ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ମଧ୍ୟ କରିଛନ୍ତି।

ଅମରେନ୍ଦ୍ରଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକ ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ପ୍ରଶାନ୍ତ ମୁଦୁଲିଙ୍କ ଟିକେଟ୍‌ ପ୍ରତ୍ୟାହାର କରି ଅମରେନ୍ଦ୍ରଙ୍କୁ ବିଜେଡ଼ି ଟିକେଟ ଦେବାକୁ ସେମାନେ ଦାବି କରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ