Advertisment

Life on the Edge: ଅସମ୍ଭାଳ ଭିଡ, ଡଙ୍ଗାରେ ବୁହା ହେଲା ଦୁଇ ଚକିଆ ଗାଡି ଓ ଅଟୋ

ବିପଦ ସଙ୍କୁଳ ଭାବେ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ। ଜୀବନକୁ ପାଣି ଛଡାଇ ଦେଇଛନ୍ତି। ଚନ୍ଦ୍ରଭାଗାରେ ବୁଡ ପାଇଁ ଚିଲିକାରେ ଅସମ୍ଭାଳ ଭିଡ।

Crowd

Crowd Photograph: (OTV)

Advertisment

ବିପଦ ସଙ୍କୁଳ ଭାବେ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ। ଜୀବନକୁ ପାଣି ଛଡାଇ ଦେଇଛନ୍ତି। ଚନ୍ଦ୍ରଭାଗାରେ ବୁଡ ପାଇଁ ଚିଲିକାରେ ଅସମ୍ଭାଳ ଭିଡ। ସକାଳୁ ସକାଳୁ ଚିଲିକାର ଜହ୍ନିକୁଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଡଙ୍ଗାରେ ଲୋକଙ୍କ ସହ ଅଟୋ ମଧ୍ୟ ବୁହା ହେଉଛି। ୨ଟି ଭସାପୋଲ ମଧ୍ୟରୁ ଗୋଟିଏ ଖରାପ ହୋଇଯିବାରୁ ଲୋକେ ବିପଦ ସଙ୍କୁଳ ଭାବରେ ଡଙ୍ଗାରେ ଯିବା ଆସିବା କରୁଛନ୍ତି। ଡଙ୍ଗାରେ ଦୁଇ ଚକିଆ ଗାଡି ସହ ଲଦା ହୋଇଛି ଅଟୋ। ଏଭଳି ଅବବ୍ୟସ୍ଥା ମଧ୍ୟରେ ନାନା ହରକତ ହଇରାଣ ହେଉଛନ୍ତି ଲୋକେ।

ବିପଦ ସଙ୍କୁଳ ଭାବେ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ
ଚନ୍ଦ୍ରଭାଗାରେ ବୁଡପାଇଁ ଚିଲିକାରେ ଅସମ୍ଭାଳ ଭିଡ
ଚିଲିକାର ଜହ୍ନିକୁଦାରେ ସକାଳୁ ସକାଳୁ ଏଭଳି ଦୃଶ୍ୟ 
ଡଙ୍ଗାରେ ଲୋକଙ୍କ ସହ ଅଟୋ ମଧ୍ୟ ବୁହା ହେଉଛି 
ଡଙ୍ଗାରେ ଦୁଇ ଚକିଆ ଗାଡି ସହ ଲଦା ହୋଇଛି ଅଟୋ

Advertisment
Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ