KIIT-KISS Photograph: (OTV)
କେତେ ସୁରକ୍ଷିତ KIIT-KISS କ୍ୟାମ୍ପସ୍ ? କେତେବେଳେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ତ ପୁଣି କେତେବେଳେ କିସ୍ କ୍ୟାମ୍ପସରେ ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ନିଜକୁ ସୁରକ୍ଷିତ, ବିଶ୍ବସ୍ତରୀୟ କହୁଥିବା ଏଇ ଦୁଇଟି ଶିକ୍ଷାନୁଷ୍ଠାନ ଭିତରେ ଚାଲିଛି କ’ଣ?
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା କହି ବାଃ ବାଃ ସିନା ନେଉଛି ହେଲେ ଏଠି କେତେ ସୁରକ୍ଷିତ ଆଦିବାସୀ ପିଲା? କେନ୍ଦୁଝରର ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି।
ଶିବଙ୍କ ପରିବାରଲୋକେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନଥିବା ବେଳେ ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିଛି। ଏତେ ସବୁ ପରେ ବି ପ୍ରତିକ୍ରିୟା ରଖିନି କିସ୍ କିମ୍ବା କିଟ୍।
• କେତେ ସୁରକ୍ଷିତ KIIT-KISS କ୍ୟାମ୍ପସ୍ ?
• ସନ୍ଦେହରେ ନେପାଳୀ ଛାତ୍ରୀଙ୍କଠୁ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ
• KISS ବିରୋଧରେ ଲାଗିଛି ସାଂଘାତିକ ଅଭିଯୋଗ
• ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କୁ ହତ୍ୟା ଅଭିଯୋଗ
• KISS ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମୃତକଙ୍କ ପରିବାର
• ଏବେ ଯାଏଁ ଜଣାପଡ଼ିନି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କାରଣ
• KISSରେ ଛାତ୍ର ଶିବ ମୁଣ୍ଡାଙ୍କ ମୃତ୍ୟୁ ହେଲା କିପରି ?
• ବେକରେ ଦାଗ ଲାଗିଲା କିଭଳି ?
• ପୋଲିସଠୁ ଲୁଚାଇ ପରିବାରକୁ ମୃତଦେହ କାହିଁକି ଦିଆଗଲା?
• KISS କର୍ତ୍ତୃପକ୍ଷ ପୋଷ୍ଟମର୍ଟମ କରାଇଲେ ନାହିଁ କାହିଁକି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/kiit-kiss-2025-12-14-12-13-26.jpg)