Advertisment

୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ରୂପ

ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ।  ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି । ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ ବ୍ୟକ୍ତି  ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଥାନାରେ […]

୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ରୂପ

minor rape

Advertisment

ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ।  ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି ।

Advertisment

ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ ବ୍ୟକ୍ତି  ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ